Tuesday, December 9, 2025
19.8 C
Odisha

    ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ, ଓଲଟିଲା ଟ୍ରାଭେଲର, ୭ ଗୁରୁତର

    ଆଗକୁ ପଢନ୍ତୁ

    ଆନନ୍ଦପୁର   :  ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ । ଓଲଟିଲା ଟ୍ରାଭେଲର, ୭ ଗୁରୁତର । ବିଳମ୍ବିତ ରାତିରେ ଆନ୍ନଦପୁର ରାମଚନ୍ଦ୍ରପୁର ଥାନା ମଛାଳୋ ନିକଟରେ ଦୁର୍ଘଟଣା ଘଟିଛି।

    ସୂଚନାନୁସାରେ ଘସିପୁରା ଥାନା ପୁରୁଣିଆ ଗାଁର ୧୨ ଜଣ ଲୋକ ଏକ ଟ୍ରାଭେଲରରେ ପୁରୀ ବାହାରିଥିଲେ ଜଗନ୍ନାଥ ଦର୍ଶନ ପାଇଁ । ହେଲେ କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ଏକ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଗୁରୁତର ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ