Tuesday, March 25, 2025
28.4 C
Odisha

    ଅଭିନେତ୍ରୀଙ୍କୁ ଚାନ୍ସ ଦେବାକୁ କହି ଠକିଦେଲେ

    ଆଗକୁ ପଢନ୍ତୁ

    ଆଲବମରେ ଚାନ୍ସ ଦେବାକୁ କହି ଯୁବତୀଙ୍କୁ ଠକେଇ। ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଲେ ମିଛ ପ୍ରଡ୍ୟୁସର। ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ନିବେଦନ ଓ ପରେ ଠକେଇ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ। ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉକ୍ତ ଅଭିନେତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.4 ° C
    28.4 °
    28.4 °
    17 %
    1.8kmh
    0 %
    Tue
    30 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ