ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ବନ୍ଧା ହେଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ବନ୍ଧା ହେଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ
ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ବନ୍ଧା ହେଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ । ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଏବଂ ସେସବୁକୁ ଆପ୍ଲିକେସନ୍ ଜରିଆରେ ରାଜ କୁନ୍ଦ୍ରା ଛାଡ଼ୁଥିଲେ । ଏହି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।ଶିଳ୍ପା ଓ ରାଜ କୁନ୍ଦ୍ରା ୨୦୦୯ ମସିହାରେ ବିବାହ କରିଥିଲେ ।