Wednesday, November 12, 2025
23.6 C
Odisha

    ଆଇଏଏସ୍‌ ସ୍ତରରେ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶକ୍ତି ଓ ଯୋଗାଣ ବିଭାଗ ସହ ବଦଳିଛନ୍ତି ଅବକାରୀ ବିଭାଗର ସଚିବ। ଆଜି ସାଧାରଣ ପ୍ରଶାସନ ପକ୍ଷରୁ ପାଇଥିବା ବିଜ୍ଞପ୍ତି ଅନୁସାରେ SRC ଓ ରାଜସ୍ବ ବିଭାଗର ଦାୟିତ୍ବ ତୁଲାଉଥିବା ଦେଓରଂଜନ ସିଂହଙ୍କୁ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    47 %
    2.4kmh
    3 %
    Wed
    22 °
    Thu
    25 °
    Fri
    25 °
    Sat
    25 °
    Sun
    25 °

    ସମ୍ବନ୍ଧିତ