ଆଇପିଏଲ୍-୨୦୨୧କୁ ବାତିଲ କଲା ବିସିସିଆଇ

ଆଇପିଏଲ୍-୨୦୨୧କୁ ବାତିଲ କଲା ବିସିସିଆଇ
ଆଇପିଏଲ୍-୨୦୨୧କୁ ବାତିଲ କଲା ବିସିସିଆଇ

ଆଇପିଏଲ୍ ୨୦୨୧କୁ ବାତିଲ କଲା ବିସିସିଆଇ । କିଛି ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । କିଛି ଖେଳାଳି ସଂକ୍ରମିତ ଚିହ୍ନଟ ପରେ ୩୦ତମ ମ୍ୟାଚ୍କୁ ବାତିଲ କରିଥିଲା ବିସିସିଆଇ । ଏଣୁ ଗତକାଲିର କେକେଆର-ଆରସିବି ମ୍ୟାଚ୍ ବାତିଲ ହୋଇଥିଲା ।