Sunday, April 20, 2025
34 C
Odisha

    ଆଇପିଏଲ : ରାଜସ୍ଥାନ ଆଗରେ ୨୮୭ ରନର ଲକ୍ଷ୍ୟ ରଖିଲା ସନରାଇଜର୍ସ ହାଇଦ୍ରାବାଦ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଉଥିବା ଇଣ୍ଡିଆ ପ୍ରିମିୟର ଲିଗ୍ ବା  ଆଇପିଏଲ ୨୦୨୫ର ୨ୟ ମ୍ୟାଚରେ ରାଜସ୍ଥାନ ଆଗରେ ୨୮୭ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଇଶାନ କିଷନଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୮୬ ରନ କରିଥିଲା । ଇଶାନ ମାତ୍ର ୪୭ଟି ବଲରେ ୬ ଛକା, ୧୧ ଚୌକା ବଳରେ ୧୦୬ ରନ କରିଥିଲେ । ସେହିପରି ଟ୍ରାଭିସ୍ ହେଡ୍ ୬୭ ରନ କରିଥିଲେ। ନୀତୀଶ କୁମାର ରେଡ୍ଡି ୩୦ ଓ ହେନରିକ୍ କ୍ଲାସେନ ୩୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ୩ଟି ଓ୍ବିକେଟ ନେଇଥିବାବେଳେ ମହିଶ ତିକସନା ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଦଳ ପକ୍ଷରୁ ସଂଦୀପ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    29 %
    3kmh
    2 %
    Sun
    36 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ