Monday, December 8, 2025
15.2 C
Odisha

    ଆଜିଠୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିବେ ।  ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ । ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ସମସ୍ତ ସେବା ଆରମ୍ଭ ହେବ । ତହସିଲ ଅଫିସରେ ପ୍ରବନ୍ଧନ କାର୍ଯ୍ୟାଳୟ ଖୋଲିବ । ତହସିଲଦାରମାନେ ପ୍ରବନ୍ଧନ ଅଧିକାରୀ ଭାବେ ଜମି କିଣାବିକା କାର୍ଯ୍ୟକାରୀ ପାଇଁ ଦାୟିତ୍ବ ତୁଲାଇବେ ।  ଏଣିକି ଅନଲାଇନରେ ସ୍ଲଟ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.2 ° C
    15.2 °
    15.2 °
    41 %
    1.7kmh
    61 %
    Sun
    15 °
    Mon
    26 °
    Tue
    26 °
    Wed
    26 °
    Thu
    27 °

    ସମ୍ବନ୍ଧିତ