Tuesday, December 9, 2025
19.8 C
Odisha

    ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ, ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ

    ଆଗକୁ ପଢନ୍ତୁ

    କଟକ : ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । www.bseodisha.ac.in ରେ ଲଗଇନ୍ କରି ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ