Tuesday, February 17, 2026
22.8 C
Odisha

    ଆଜି ବନ୍ଦ ରହିବ ଶିମିଳିପାଳ

    ଆଗକୁ ପଢନ୍ତୁ

    ବାରିପଦା: ନୂଆ ବର୍ଷ ପାଖେଇ ଆସିବା ଯୋଗଁ ଅନେକ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥାନ୍ତି। କିନ୍ତୁ ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବାଘ ଅଭୟାରଣ୍ୟ ଶିମିଳିପାଳ। ରାଜ୍ୟରେ ଜାରି ରହିଥିବା ଝିପଝିପ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟର ଦୁଇ ପ୍ରବେଶପଥ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସୂଚନାନୁଯାୟୀ, କାଳିକାପ୍ରସାଦ ଓ ପିଠାବଟା ଗେଟ୍ ଦେଇ ଯାତାୟତ ବନ୍ଦ ରହିବ। ଏନେଇ ଶିମିଳିପାଳ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଜାରି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ