Wednesday, December 10, 2025
19.6 C
Odisha

    ଇମର୍ଜିଂ ଟି-୨୦ ଏସିଆ କପ୍: ୭ ରନରେ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ଇମର୍ଜି- ଟି-୨୦ ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ତିଲକ ବର୍ମା ସର୍ବାଧିକ ୪୪ ରନ୍ ସଂଗ୍ରହ କରିଥିଲେ । ଅଭିଷେକ ଶର୍ମା ୨୨ଟି ବଲରୁ ୩୫ ରନ୍ ସଂଗ୍ରହ କରିଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନ ମୁକିମ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ଆଜିର ମ୍ୟାଚରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଦୁଇ ଦେଶର ଖେଳାଳି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଆଜିର ମ୍ୟାଚରେ ପାକିସ୍ତାନ କଡ଼ା ସଂଘର୍ଷ କରିଥିଲେ ହେଁ ମାତ୍ର ୭ ରନ୍ ପାଇଁ ପଛରେ ପଡ଼ିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    39 %
    1.2kmh
    100 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ