Thursday, April 24, 2025
28.2 C
Odisha

    ଇଲେକ୍ଟ୍ରୋନିକ୍ସ ଦୋକାନରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।
    ସୂଚନାନୁଯାୟୀ, ଧୂଷୁରୀ ବଜାରରେ ଥିବା ଦୋକାନରେ ନିଆଁ ଲାଗିଯାଇଛି।ଅଗ୍ନିକାଣ୍ଡ ଯୋଗୁଁ ଇଲେକ୍ଟ୍ରୋନିକ୍ସ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । ଅଗ୍ନିଶନ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    31 %
    1.1kmh
    4 %
    Thu
    44 °
    Fri
    44 °
    Sat
    45 °
    Sun
    41 °
    Mon
    41 °

    ସମ୍ବନ୍ଧିତ