Saturday, February 14, 2026
30.7 C
Odisha

    ଉପଜିଲ୍ଲାପାଳଙ୍କର ୧୦୦କିମି ସାଇକେଲ ଯାତ୍ରା, ଚାଷୀଙ୍କର ବୁଝିଲେ ବିଭିନ୍ନ ସମସ୍ୟା

    ଆଗକୁ ପଢନ୍ତୁ

    ନରସିଂହପୁର : ୧୦୦କିମି ସାଇକେଲରେ ଯାଇ ଚାଷୀଙ୍କ ସମସ୍ୟା ବୁଝିଲେ ଆଠଗଡ଼ ଉପଜିଲ୍ଲାପାଳ। ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରୁ ବାହାରି ତିଗିରିଆ ବଡମ୍ବା ନରସିଂହପୁର ଗସ୍ତ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ।

    ଏହି ସାଇକେଲ ଯାତ୍ରା ଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ଓ ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଗସକୁ ବାଲିପୁଟ ସାତ କୋଶିଆ ଇକୋ ଟୁରିଜିମ ବୁଲି ପର୍ଯ୍ୟଟକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା କରାଯିବ କହିଛନ୍ତି ଉପ ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ