Monday, December 15, 2025
13.9 C
Odisha

    କେତେ କୋଟିର ମାଲିକାଣୀ ବିନେଶ ଫୋଗାଟ

    ଆଗକୁ ପଢନ୍ତୁ

    ବିନେଶ ଫୋଗାଟ ଗତ କିଛି ଦିନ ହେବ ହରିୟାଣା ନିର୍ବାଚନ ପାଇଁ ଚର୍ଚ୍ଚାରେ ଥିଲେ। ପୂର୍ବତନ ଭାରତୀୟ ରେସଲର ହରିୟାଣାର ଜୁଲାନା ବିଧାନସଭା କ୍ଷେତ୍ରରେ ବିଜେପି ନେତା ଯୋଗେଶ କୁମାରଙ୍କ ବିପକ୍ଷରେ ୬୦୦୦ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି। ଭିନେଶ ଫୋଗାଟଙ୍କର ସମୁଦାୟ ସଂପତ୍ତିର ତାଲିକା ହରିୟାଣା ନିର୍ବାଚନ ସମୟରେ ଆସିଥିଲା। ଏଥିରେ ତାଙ୍କର ସଂପତ୍ତି ୩ କୋଟିରୁ ଅଧିକ ବୋଲି କୁହାଯାଉଥିଲା। ହେଲେ ନୂଆ ମିଡିଆ ରିପୋର୍ଟରେ ଭିନେଶଙ୍କ ସଂପତ୍ତିକୁ ନେଇ ସୂଚନା ସାମ୍ନାକୁ ଆସିଛି।
    ଭିନେଶ କହିଛନ୍ତି, ମୋ ପାଖରେ ୨.୨୫ କୋଟିର ଗହଣା, ୧.୯୫ ଲକ୍ଷ ଟଙ୍କା କ୍ୟାଶ ଏବଂ ହାରାହାରି ୪୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଅଛି। ଫୋଗାଟଙ୍କ ର ଖରଖୋଦା ଗାଁରେ ତାଙ୍କ ନାମରେ ଏକ ଘର ଥିଲା, ଯାହାର ମୂଲ୍ୟ ୨ କୋଟି ଟଙ୍କା ଅଟେ। ଫୋଗାଟଙ୍କ ପାଖେ ୩ଟି SUVs ଅଛି, ଯାହାର ମୂଲ୍ୟ ୬୪ ଲକ୍ଷ ଟଙ୍କା ଅଟେ। ଏଥିରେ ଭୋଲ୍ଭୋ ଏକ୍ସସି ୬୦, ହୁଣ୍ଡାଇ କ୍ରେଟା ଏବଂ ଏକ ଟୋୟଟା ଇନୋଭା ସାମିଲ ରହିଛି। ଏହା ବ୍ୟତୀତ ଏକ ଟିଭିଏସ ସ୍କୁଟି ମଧ୍ୟ ରହିଛି, ଯାହାର ମୂଲ୍ୟ ୪୦,୦୦୦ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    59 %
    1.1kmh
    0 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ