ଘାଟିରେ ବସ୍ ଓଲଟି ୨୫ ଆହତ

ଘାଟିରେ ବସ୍ ଓଲଟି ୨୫ ଆହତ
ଘାଟିରେ ବସ୍ ଓଲଟି ୨୫ ଆହତ

ଭୁବନେଶ୍ୱର, କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଗାଡିଆ ପଡ଼ା ଘାଟିରେ ଯାତ୍ରୀବାହୀ ବସ୍ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟ, ‘ରାଜା’ ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।