ଘର ସାମ୍ନା ରେ ଖଣ୍ଡିଆ ଫଳ ପଡ଼ିଥିଲେ ଶୁଭ ନା ଅଶୁଭ

ଘର ସାମ୍ନା ରେ ଖଣ୍ଡିଆ ଫଳ ପଡ଼ିଥିଲେ ଶୁଭ ନା ଅଶୁଭ
ଘର ସାମ୍ନା ରେ ଖଣ୍ଡିଆ ଫଳ ପଡ଼ିଥିଲେ ଶୁଭ ନା ଅଶୁଭ

ମହିଳାମାନେ ଯଦି ସପ୍ତାହରେ ଥରେ ଘରେ ସମୁଦ୍ର ଲୁଣ ପକେଇ ଘରେ ପୋଛା ମାରନ୍ତି ତେବେ ବହୁତ ଶୁଭ ହେଇଥାଏ ।ଘର ର ମହିଳାମାନେ କେବେ ବି ଘରର ଦୁଆର ମୁହଁ ରେ ବସି ଭୋଜନ କରନ୍ତୁ ନାହିଁ, ଏହା କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।ଘର ସଫା କରୁଥିବା ଝାଡୁରେ ମହିଳାମାନେ ଗୋଡ ପୋଛନ୍ତୁ ନାହିଁ, ଏହା ଅମଙ୍ଗଳ ହେଇଥାଏ ।

ଗାଧୋଇ ସାରିବାପରେ କେବେବି ତେଲକୁ ସ୍ପର୍ଶ କରନ୍ତୁ ନାହିଁ l ଗାଧୋଇ ସାରିବା ପରେ କେବେବି ମୁଢି ଖାନ୍ତୁ ନାହିଁ ଏହା କଲେ ଅମଙ୍ଗଳ ହୋଇ ଥାଏ l ଭଲ ସମୟ ଆସିବ ପୂର୍ବରୁ କିଛିନା କିଛି ସଂକେତ ଆସି ଥାଏ l

ଯଦି ଅପାଙ୍କର ଛାତ ଉପରେ କିମ୍ବା ଆପଣଂକର ଦ୍ୱାର ମୁହଁରେ କୌଣସି ପକ୍ଷୀ କିଛି ଫଳକୁ ଅଧା ଖାଇ ପକେଇ ଥାଏ ତାକୁ ସକାଳୁ ଦେଖିଲେ ତାହାଲେ ଜାଣି ରଖନ୍ତୁ ଅପାଙ୍କର ସେହି ଦିନ ଠାରୁ ଶୁଭ ସମୟ ଆରମ୍ଭ ହେଲା l

ଯଦି କେଉଁ ଦିନ ବେଙ୍ଗ ବୋବାଏ ତାହାଲେ ବର୍ଷା ନିଶ୍ଚୟ ହେବ ବୋଲି ଜାଣି ପାରିବ l ଏହା କୁ ମାନେ ରଖିଲେ କାମରେ ଆସିଥାଏ l

ଯଦି ଆପଣଙ୍କର କାଯ୍ୟରେ ସଫଳତା ମିଳୁ ନଥାଏ ତାହାଲେ ଚାନ୍ଦିରେ ଗୋଟଏ ମୁଦି ତିଆରି କରି ଶିବ ଲିଙ୍ଗରେ ଛୁଆଁଇ ନିଜର କାନି ଆଙ୍ଗୁଠି ରେ ପିନ୍ଧନ୍ତୁ ଦେଖିବେ ସଫଳତା ହିଁ ସଫଳତା ମିଳିବ l