ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ହେଲେ ଏନ୍ ରଙ୍ଗାସାମୀ

ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ହେଲେ ଏନ୍ ରଙ୍ଗାସାମୀ
ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ହେଲେ ଏନ୍ ରଙ୍ଗାସାମୀ

ଏଆଇଏନଆରସୀ ମୁଖ୍ୟ ଏନ୍ ରଙ୍ଗାସାମୀ କେନ୍ଦ୍ରଶାସିତ ରାଜ୍ୟ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରାଜଭବନରେ ରଙ୍ଗାସାମୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରଙ୍ଗାସାମୀ ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୁଡ଼ୁଚେରୀରେ ଏଆଇଏନଆରସୀ ଓ ବିଜେପି ମହାମେଣ୍ଟର ସରକାର ଗଠିତ ହୋଇଛି।