ଚତୁର୍ଥ ଟେଷ୍ଟକୁ ୩ ଦିନରେ ଜିତିଲା ଭାରତ

ଚତୁର୍ଥ ଟେଷ୍ଟକୁ ୩ ଦିନରେ ଜିତିଲା ଭାରତ
ଚତୁର୍ଥ ଟେଷ୍ଟକୁ ୩ ଦିନରେ ଜିତିଲା ଭାରତ

ଭାରତୀୟ ଟିମ୍ ଚତୁର୍ଥ ଟେଷ୍ଟକୁ ୩ ଦିନରେ ଜିତିବାରେ ସଫଳ ହୋଇଛି। ଇଂଲଣ୍ଡକୁ ୨୫ ରନରେ ହରାଇ ସିରିଜ ୩-୧ରେ ଭାରତ ଜିତି ନେଇଛି। ଶେଷ ଟେଷ୍ଟରେ ଜିତିବା ପରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପର ଫାଇନାଲରେ ପହଞ୍ଚିଯାଇଛି। ଫାଇନାଲରେ ଭାରତ ଟିମ୍ ନ୍ୟୁଜିଲାଣ୍ଡକୁ ଭେଟିବ।

ଇଂଲଣ୍ଡ ପ୍ରଥମ ମ୍ୟାଚକୁ ୨୨୭ ରନରେ ଜିତି ସିରିଜର ଜବରଦସ୍ତ ଶୁଭାରମ୍ଭ କରିଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ହରାଇ ଦେଇଥିଲା। ଏହାପରେ ତୃତୀୟ ଟେଷ୍ଟ ୨ ଦିନରେ ୧୦ଟି ୱିକେଟରେ ଜିତି ନେଇଥିଲା। ଆଉ ଚତୁର୍ଥ ଟେଷ୍ଟକୁ ୩ଦିନରେ ୨୫ ରନରେ ଜିତିବାରେ ସଫଳ ହୋଇଛି।