Thursday, April 24, 2025
28.2 C
Odisha

    ଜାନୁଆରୀ ୭ରେ ପାଳନ ହେବ ଆଦିବାସୀଙ୍କ ସୁଲିଆ ଯାତ୍ରା

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ପରମ୍ପରା ଅନୁସାରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    31 %
    1.1kmh
    4 %
    Thu
    44 °
    Fri
    44 °
    Sat
    45 °
    Sun
    41 °
    Mon
    41 °

    ସମ୍ବନ୍ଧିତ