Friday, January 24, 2025
17.7 C
Odisha

    ଜାଲରେ ପଡ଼ିଲା ମଣିଷ ମୃତଦେହ

    ଆଗକୁ ପଢନ୍ତୁ

    ପାରାଦୀପ: ଜଗତସିଂହପୁର ଜିଲା ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ହେଲେ ବ୍ୟକ୍ତି ପରିଚୟ ମିଳିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏପରିକି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    52 %
    1.4kmh
    1 %
    Thu
    18 °
    Fri
    32 °
    Sat
    32 °
    Sun
    32 °
    Mon
    32 °

    ସମ୍ବନ୍ଧିତ