Thursday, February 12, 2026
17.2 C
Odisha

    ଟ୍ରକ୍‌କୁ ପିଟିଲା ପରିବା ବୋଝେଇ ପିକଅପ୍‌ ଭ୍ୟାନ; ୨ ମୃତ

    ଆଗକୁ ପଢନ୍ତୁ

    ଟ୍ରକ୍‌କୁ ପଛରୁ ପିଟିଲା ପରିବା ବୋଝେଇ ପିକଅପ୍‌ ଭ୍ୟାନ। ଦୁର୍ଘଟଣାରେ ପିକଅପ୍‌ ଭ୍ୟାନରେ ଥିବା ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ ଓ ସରଧାପୁର ଗ୍ରାମର ଅଜିତ ବାଡ଼ତ୍ୟା। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.2 ° C
    17.2 °
    17.2 °
    47 %
    1.8kmh
    0 %
    Wed
    17 °
    Thu
    32 °
    Fri
    33 °
    Sat
    34 °
    Sun
    34 °

    ସମ୍ବନ୍ଧିତ