Tuesday, June 24, 2025
24.7 C
Odisha

    ତପସ୍ୱିନୀ ଏକ୍ସପ୍ରେସ୍ କୁ ପଥର ମାଡ଼: ଭାଙ୍ଗିଗଲା କାଚ, ବଞ୍ଚିଗଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ । ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି ।ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏସି ବଗି ବି-୭ ଉପରକୁ ପଥର ମାଡ଼ ହୋଇଥିବା ସୂଚନା । ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରେଲୱେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

    ଟ୍ରେନ୍ ଉପରକୁ ପଥର ମାଡ଼, ପଥମ ଘଟଣା ନୁହେଁ । ପୂର୍ବରୁ ଚଳନ୍ତା ଟ୍ରେନ୍ ଉପରକୁ ପଥର ମାଡ଼ ହେବା ସହ ଯାତ୍ରୀଙ୍କୁ ଆଘାତ ଲାଗିଛି । ଏହାଦ୍ୱାରା ରାଜସ୍ୱ ନଷ୍ଟ ହେଉଛି । ବାରମ୍ବାର ଏ ଘଟଣା ଘଟିବା ସତ୍ୱେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    86 %
    2.6kmh
    100 %
    Mon
    25 °
    Tue
    25 °
    Wed
    32 °
    Thu
    33 °
    Fri
    31 °

    ସମ୍ବନ୍ଧିତ