ତୁଳସୀ ଚଉରାରେ ପ୍ରତିଦିନ ପାଣି ଦିଅନ୍ତି କାହିଁକି ?

ତୁଳସୀ ଚଉରାରେ ପ୍ରତିଦିନ ପାଣି ଦିଅନ୍ତି କାହିଁକି ?
ତୁଳସୀ ଚଉରାରେ ପ୍ରତିଦିନ ପାଣି ଦିଅନ୍ତି କାହିଁକି ?

ପୂର୍ବେ ଆଧୁନିକ ଚିକିତ୍ସା ପ୍ରଣାଳୀ ନଥିଲା। ଲୋକେ ଆରୋଗ୍ୟ ଲାଭ ପାଇଁ ବୃକ୍ଷଲତା ଉପରେ ନିର୍ଭର କରୁଥିଲେ। ତୁଳସୀର ଔଷଧୀୟ ଗୁଣ ଅତି ଅଧିକ। ତେଣୁ ସହଜରେ ମିଳିବାପାଇଁ ଘରେ ଘରେ ଚଉରା କରି ତୁଳସୀ ଲଗାଯାଏ। ତୁଳସୀ ଏକ ଗୁଳ୍ମଜାତୀୟ ଉଦ୍ଭିଦ। ପ୍ରତିଦିନ ପାଣି ନଦେଲେ ମରିଯିବ। ତେଣୁ ତୁଳସୀ ଗଛକୁ ବଞ୍ଚାଇ ରଖିବା ପାଇଁ ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣିଦେବାକୁ ଏକ ଧାର୍ମିକ ବିଧି କରାଯାଉଛି। ଧର୍ମ ମତରେ ତୁଳସୀ, ଵିସ୍ତୁଙ୍କ ଅତି ପ୍ରିୟ। ତୁଳସୀ ଗଛକୁ ପୂଜାକରିବା , ଦର୍ଶନ କରିବା ତୁଳସୀ ଗଛ ମୂଳରେ ବସିବା ଆଦି ଦ୍ୱାରା ବହୁ ପୁଣ୍ୟ ଅର୍ଜନ ହୁଏ। ପ୍ରବେଶ ଦ୍ୱାରରେ ଦକ୍ଷିଣ ପାର୍ଶ୍ବରେ ତୁଳସୀ ଗଛ ଥିଲେ ଗୃହବାସୀମାନେ ବହୁ ବିପଦରୁ ରକ୍ଷା ପାଆନ୍ତି।