Friday, February 13, 2026
17.9 C
Odisha

    ତଳେ ପଡ଼ିଯାଇଥିବା ମୋବାଇଲ୍ ଉଠାଉଥିବା ବେଳେ ଚଢ଼ିଗଲା ବସ୍

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା  ଜିଲ୍ଳା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ -ଜୁରାବଗା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଚଢିଯିବାରୁ   ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ  ଜିତେନ୍ଦ୍ର ଯାଦବ(୩୭)। ସେ ଝାଡ଼ଖଣ୍ଡ ନିବାସୀ  ଓ ସେ ଏଠାରେ ଏକ ଟ୍ରକରେ ହେଲପର ଭାବେ କାର୍ଯ୍ୟ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ