Wednesday, October 16, 2024
22.6 C
Odisha

    ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ୟାଗି’; ନେଲାଣି ୫୯ ମୁଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଭିଏତନାମଉପପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ବାତ୍ୟା ୟାଗି ଯୋଗୁଁ ଲାଲ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୦ଟି କାର୍ ଓ ୨ଟି ସ୍କୁଟି ଭାସି ଯାଇଛି । ଉପପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୩ ଜଣଙ୍କୁ ଖୋଜା ଚାଲିଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ୟାଗି ଶନିବାରଠାରୁ ୫୯ ଜଣଙ୍କ ଜୀବନ ନେଇଛି । ଉପକୂଳବର୍ତ୍ତୀ ସହର ଭିଏତନାମରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେଶର ୧୦ ନିୟୁତରୁ ଅଧିକ ଲୋକଙ୍କୁ ବିନା ବିଜୁଳିରେ ବଞ୍ଚିବାକୁ ପଡ଼ୁଛି । ଉତ୍ତର ଭିଏତନାମର ଅନେକ ସହରରେ ସ୍କୁଲ ବନ୍ଦ ରହିଛି । ଦକ୍ଷିଣ ଚୀନ୍ ଓ ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ୟାଗି’ରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.6 ° C
    22.6 °
    22.6 °
    93 %
    1.6kmh
    96 %
    Tue
    22 °
    Wed
    31 °
    Thu
    31 °
    Fri
    31 °
    Sat
    30 °

    ସମ୍ବନ୍ଧିତ