Monday, May 12, 2025
32.1 C
Odisha

    ତ୍ରିକୋଣୀୟ ପ୍ରେମ ସନ୍ଦେହରେ ସୁନ୍ଦରଗଡ଼ରେ ଡବଲ ମର୍ଡ଼ର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ତୁନମରା ପଂଚାୟତ କାଶୀପଡ଼ାରେ ଏକ ଅଭାବନୀୟ ଘଟଣାଘଟିଛି। ଡ୍ରାଇଭରଙ୍କ ଛୁରା ମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜଗାଙ୍ଗପୁର ରୁମାବାହାଲର ପ୍ରତାପ ଲାକ୍ରା ଏବଂ ମୃତ ଯୁବତୀ ହେଉଛନ୍ତି କାଶୀପଡ଼ା ଗାଁର ଲିପ୍ସା କେର୍କେଟା । ଛୁରାମାଡ଼ କରିଥିବା ଯୁବକ ଫେରାର ଥିବା ବେଳେ କୁତ୍ରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.1 ° C
    32.1 °
    32.1 °
    42 %
    2.9kmh
    70 %
    Mon
    32 °
    Tue
    42 °
    Wed
    42 °
    Thu
    42 °
    Fri
    43 °

    ସମ୍ବନ୍ଧିତ