Tuesday, June 17, 2025
26.4 C
Odisha

    ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ,ଟପିଲା ୬ ହଜାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଆଜି ସୁଦ୍ଧା ଆକ୍ଟିଭ୍ କେସ୍ ୬ ହଜାର ୧୩୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟରେ ୩୯୧ଟି ନୂଆ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି। କେରଳରେ ଗତ ୨୪ ଘଣ୍ଟାରେ ୧୨୭ ନୂଆ କେସ୍ ।

    ସେହିପରି ଗତ ୨୪ ଘଣ୍ଟାରେ ଗୁଜରାଟରେ ୧୦୨, ଦିଲ୍ଲୀରେ ୭୩, ମହାରାଷ୍ଟ୍ରରେ ୨୯, ତାମିଲନାଡ଼ୁରେ ୨୭, ପଶ୍ଚିମବଙ୍ଗରେ ୨୬, ଛତିଶଗଡ଼ରେ ୧୭ ଏବଂ ଆନ୍ଧ୍ରପ୍ରଦେଶରେ ୧୦ ନୂଆ ମାମଲା ସାମନାକୁ ଆସିଛି । ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ମିଜୋରାମ ଏବଂ ମଣିପୁରରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଜଣେ, ମହାରାଷ୍ଟ୍ରରେ ଜଣେ, କେରଳରେ ଜଣେ ଏବଂ ତାମିଲନାଡ଼ୁରେ ଜଣଙ୍କର ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    82 %
    2.3kmh
    100 %
    Tue
    26 °
    Wed
    26 °
    Thu
    30 °
    Fri
    33 °
    Sat
    34 °

    ସମ୍ବନ୍ଧିତ