Sunday, December 7, 2025
26 C
Odisha

    ଧବଳେଶ୍ୱର ପୀଠରେ ଆଜିଠୁ ପଞ୍ଚୁକ ଆରମ୍ଭ

    ଆଗକୁ ପଢନ୍ତୁ

    କଟକ : ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । କଟକର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ପ୍ରବଳ ଭିଡ଼ ଜମିଛି । ପଞ୍ଚୁକ ଓ ବଡଓଷା ପାଇଁ ତିନୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍‌ ପୋଷ୍ଟ ହେବ । ଏହାସହିତ ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ ବୋଲି ସୂଚନା ମିଳିଛି । ପୁରୀରେ ଆସନ୍ତା କାଲିଠାରୁ ପଞ୍ଚୁକ ପାଳନ କରାଯିବ । ଏଥର ପଞ୍ଚୁକ ୪ଦିନ ପଡୁଥିବାରୁ ପୁରୀରେ କାଲି ପାଳନ ନେଇ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    24 %
    2.4kmh
    19 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ