Friday, February 13, 2026
17.9 C
Odisha

    ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟରୁ ଜାମିନ ପାଇ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ କେଜ୍‌ରିଓ୍ବାଲ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଭାଜପାକୁ ଟାର୍ଗେଟ କରିଛନ୍ତି।
    କେଜ୍‌ରିଓ୍ବାଲ କହିଛନ୍ତି, ଅସାଧୁ କଳଙ୍କ ନେଇ ସେ ବଞ୍ଚତ୍ପାରିବେ ନାହିଁ। ଭାଜପା ତାଙ୍କୁ ମିଥ୍ୟା ମାମଲାରେ ଫସାଇ ହଟହଟା କରିଛି। ଅକ୍ଟୋବର ୩ରୁ ଆରମ୍ଭ ହେଉଥିବା ନବରାତ୍ରି ବେଳେ ସେ ସରକାରୀ ବାସଭବନରୁ ବାହାରି ତାଙ୍କୁ ଆବାସ ଯୋଗାଇବା ପାଇଁ ପ୍ରସ୍ତାବ ଦେଉଥିବା ଲୋକଙ୍କ ସହିତ ରହିବା ପାଇଁ ଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ