Sunday, March 23, 2025
28.2 C
Odisha

    ନୂଆବର୍ଷରେ ଫୁଲତୋଡା ନୁହେଁ,ଉପହାର ଦିଅନ୍ତୁ ଗଛଚାରା: ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲତୋଡା ଦିଅନ୍ତୁ ନାହିଁ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ ସେ କହିଛନ୍ତି। ଚାରା ପରିବେଶକୁ ସୁରକ୍ଷା ଦେବ। ନିର୍ବାଚନୀ ଇସ୍ତାହାରରେ ଜଳବାୟୁ ପରିବର୍ତ୍ତନ କଥା ଲେଖିଥିଲୁ। ଜଳବାୟୁ ସଂରକ୍ଷଣ ପ୍ରତି ଆମେ ସଜାଗ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.2 ° C
    28.2 °
    28.2 °
    52 %
    1.6kmh
    21 %
    Sun
    32 °
    Mon
    35 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ