Wednesday, February 18, 2026
32.5 C
Odisha

    ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ

    ଆଗକୁ ପଢନ୍ତୁ

    ନେପାଳର ବାଗମତୀ ପ୍ରଦେଶରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ଜଣ ନିଖୋଜ ଥିବା ଜଣାପଡିଛି। ଏପରିକି ମାଟି ଅତଡ଼ା ଖସି ୩ଟି ଘର ପୋତି ହୋଇପଡ଼ିଛି। ରାମେଛାପ ଜିଲାର ଡୋରାମ୍ବା ଶୈଲୁଙ୍ଗରେ ଘଟିଥିବା ଏହି ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ ଓ ୨ ନାବାଳକ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    17 %
    3.2kmh
    0 %
    Wed
    31 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ