ପୁଣି 4 ଅଧିକାରୀଙ୍କ ଉପରେ ‘ମୋ ସରକାର’ ଛାଟ

ପୁଣି 4 ଅଧିକାରୀଙ୍କ ଉପରେ ‘ମୋ ସରକାର’ ଛାଟ
ପୁଣି 4 ଅଧିକାରୀଙ୍କ ଉପରେ ‘ମୋ ସରକାର’ ଛାଟ

ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର ‘ମୋ ସରକାର’ ଛାଟ । ଆଜି(ସୋମବାର) 4 ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କର ପେନସନ୍ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି ।