ପୁଲୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ଫେଲ୍

ପୁଲୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ଫେଲ୍
ପୁଲୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ଫେଲ୍

ଭାରତୀୟ ସେନା ପୁଲୱାମା ଆକ୍ରାମଣର ଦ୍ୱିତୀୟ ବର୍ଷରେ ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ଫେଲ୍ ମାରିଛି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଜମ୍ମୁରୁ ୭ କିଲୋ ଆରଡିଏକ୍ସ ଜବତ ହୋଇଛି। ଆଉ ଜମ୍ମୁ ପୁଲିସ ଜଣକୁ ଗିରଫ କରିଛି। ପୁଲୱାମା ଆକ୍ରମଣ ପାକିସ୍ତାନ ଷଡ଼ଯନ୍ତ୍ରର ଏକ ଉଦାହରଣ। ଏହି ଷଡ଼ଯନ୍ତ୍ର ଅନ୍ତର୍ଗତ ଜୈଶ-ଏ-ମହମ୍ମଦ ନିଜ ଆତଙ୍କବାଦୀଙ୍କୁ ଅଲକାୟଦା, ତାଲିବାନ ଓ ଆଫଗାନିସ୍ତାନରେ ପ୍ରସ୍ତୁତ ହୋଇଥିବା ଟ୍ରେନିଂ କ୍ୟାମ୍ପରେ ହଥିୟାର ଓ ଗୋଳାବାରୁଦ ଚାଳନାର ଟ୍ରେନିଂ ଦେଉଥିଲା।