Wednesday, May 21, 2025
37.4 C
Odisha

    ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ

    ଆଗକୁ ପଢନ୍ତୁ

    କଲମ୍ବୋ : ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ କରାଯାଇଥିଲା। ଚେନ୍ନାଇରୁ କଲମ୍ବୋ ବିମାନବନ୍ଦରରେ ପହଞ୍ଚିଥିବା ଏକ ବିମାନରେ ଖାନତଲାସୀ କରାଯାଇଥିଲା। ବିମାନରେ ପହଲଗାମ ଆକ୍ରମଣର ୬ଜଣ ସନ୍ଦିଗ୍ଧଥିବା ଗୁଇନ୍ଦା ସୂଚନା ଆଧାରରେ ଛାନଭିନ କରାଯାଇଥିବା ସୂଚନା ମିଳିଛି। ବିମାନ ଖାନତଲାସୀ କଥା ଶ୍ରୀଲଙ୍କା ଏୟାରଲାଇନ୍ସ ସ୍ୱୀକାର କରିଛି। ବିମାନ ଯାଞ୍ଚ ଯୋଗୁଁଁ ପରବର୍ତ୍ତି ଉଡ଼ାଣ ମଧ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.4 ° C
    37.4 °
    37.4 °
    39 %
    4.7kmh
    88 %
    Wed
    37 °
    Thu
    39 °
    Fri
    34 °
    Sat
    38 °
    Sun
    36 °

    ସମ୍ବନ୍ଧିତ