Sunday, December 7, 2025
26 C
Odisha

    ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ। କଟକ ବଡ଼ମ୍ବା ଥାନା ରଗଡ଼ିପଡ଼ା ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ବାଳକ ଜଣେ ବାଳିକା ଅଛନ୍ତି । ମାମୁଙ୍କ ଘରକୁ ବୁଲିବାକୁ ଆସିଥିଲେ ୩ ଶିଶୁ । ବଡ଼ମ୍ବା ମେଡିକାଲରେ ୩ ଶିଶୁଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଖେଳିବା ବେଳେ ଅସାବଧାନତାରୁ ପଡ଼ିଯାଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    24 %
    2.4kmh
    19 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ