Wednesday, January 22, 2025
16.9 C
Odisha

    ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

    ଆଗକୁ ପଢନ୍ତୁ

    ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେଲା ଅଖିଆ ଅପିଆ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲିଠାରୁ ବନ୍ଦ ରହିଛି ସବୁ ନୀତିକାନ୍ତି । ବିଧି ଅନୁସାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ । ଦୁଇ ବର୍ଷ ହେଲା ଅଧିବାସ ପୂଜା ନହୋଇ ମଧ୍ୟ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ନୀତିକାନ୍ତି ଶୃଙ୍ଖଳିତ ହେଉଥିଲା । ଏ ବର୍ଷ କିନ୍ତୁ ଅଧିବାସ ପୂଜାକୁ ବଡୁ ସେବକମାନେ ବିରୋଧ କରିଥିଲେ । ହେଲେ ପ୍ରଶାସନ ଏହାର ସମାଧାନ କରିପାରିଲା ନଥିଲା । ଫଳରେ ଗତକାଲି ମଙ୍ଗଳ ଆରତୀ ପରଠାରୁ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି । ଗୋଟିଏ ପଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.9 ° C
    16.9 °
    16.9 °
    32 %
    1.4kmh
    0 %
    Tue
    17 °
    Wed
    33 °
    Thu
    33 °
    Fri
    34 °
    Sat
    33 °

    ସମ୍ବନ୍ଧିତ