Tuesday, November 11, 2025
14.5 C
Odisha

    ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ବିଜେଡି ସୁପ୍ରିମୋ, ଏନେଇ ଭିଡିଓ ବାର୍ତ୍ତା କଲେ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନଙ୍କ ସହ ମୁଁ ଦୁଇପଦ କଥା ହେବି । ଆଉ ଆପଣମାନଙ୍କର ଆଶୀର୍ବାଦ ମାଗିବି । ପୂର୍ବରୁ ଗତ ୩ ତାରିଖରେ ନବୀନ କୋମନାରେ ନିର୍ବାଚନ ପ୍ରଚାର କରିଥିଲେ । କୋମନା ସଭା ପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ନବୀନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.5 ° C
    14.5 °
    14.5 °
    60 %
    1.2kmh
    0 %
    Tue
    26 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ