Tuesday, January 13, 2026
20 C
Odisha

    ଫଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

    ଆଗକୁ ପଢନ୍ତୁ

    ବଲାଙ୍ଗିର : ବଲାଙ୍ଗିର ସହର ଫଳ ବଜାରରେ ଅଗ୍ନିକାଣ୍ଡ । ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ । ଆଖି ପିଛୁଳାକେ ସାରା ଫଳ ବଜାର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ l ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ର ପ୍ରୟାସ ଜାରି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    35 %
    2.2kmh
    0 %
    Tue
    19 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ