ବିଜେପିରେ ସାମିଲ ହେଲେ ଜୀବନ ପ୍ରଦୀପ ଦାସ

ବିଜେପିରେ ସାମିଲ ହେଲେ ଜୀବନ ପ୍ରଦୀପ ଦାସ
ବିଜେପିରେ ସାମିଲ ହେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ଵର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ସାମିଲ ହୋଇଛନ୍ତି। ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପଦ୍ମ ଧରିଛନ୍ତି। ବିଜେପିରେ ଯୋଗ ଦେବା ପରେ ମୁଁ ଘରକୁ ଫେରିଥିବାରୁ ବହୁତ ଖୁସି ବୋଲି ଜୀବନ କହିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ଉପନିର୍ବାଚନ ପରେ ଜୀବନ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା।