Monday, July 21, 2025
25.1 C
Odisha

    ବଡ଼ ଧରଣର ଏନ୍‌କାଉଣ୍ଟର, ୧୨ ମାଓବାଦୀ ନିହତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ମହାରାଷ୍ଟ୍ର ପୁଲିସର ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ପ୍ରାୟ ଛଅ ଘଣ୍ଟା ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ। ଯେଉଁଥିରେ ୧୨ମାଓବାଦୀ ନିହତ ହୋଇଥିବା ବେଳେ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛ। ଗୁଳିବିନିମୟ ବେଳେ ମଧ୍ୟ ଜଣେ ପୁଲିସ ଓ ଜଣେ ଯବାନ ଆହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    91 %
    1.3kmh
    100 %
    Sun
    25 °
    Mon
    32 °
    Tue
    33 °
    Wed
    32 °
    Thu
    28 °

    ସମ୍ବନ୍ଧିତ