ବ୍ଯକ୍ତିର ଓଠ କହିଥାଏ ତାର Character, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବ୍ଯକ୍ତିର ଓଠ କହିଥାଏ ତାର Character, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ବ୍ଯକ୍ତିର ଓଠ କହିଥାଏ ତାର Character, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଯେତେବେଳେ ଆମେ ପ୍ରଥମେ କୌଣସି ବ୍ୟକ୍ତିଙ୍କ ସହିତ ମିସିଥାଉ ତେବେ ସାମ୍ନା ବାଲାଙ୍କ ଆଚାର ବିଚାର ବ୍ଯବହାର ଜାଣିବା ବହୁତ କଠିନ ହୋଇଥାଏ । ପ୍ରଥମେ ଦେଖା କରିବା ପରେ ଆମେ ସାମ୍ନା ବାଲା ବିଷୟରେ ଅଧିକ କିଛି ଜାଣି ପାରିନଥାଉ । କିନ୍ତୁ ସାମୁଦ୍ରିକ ଶସ୍ତ୍ର ଅନୁସାରେ ବ୍ଯକ୍ତିର ଶରୀରର ଅଲଗା ଅଲଗା ଅଙ୍ଗର ବନାବଟ ଦ୍ଵାରା ମଣିଷର ଆଚାର ବିଚାର ବ୍ଯବହାର ଓ ଚରିତ୍ର ବିଷୟରେ ବହୁତ କିଛି ଜାଣି ହୋଇଥାଏ । ଆଜି ଆମେ ଜାଣିବା ବ୍ଯକ୍ତିର ଓଠ ଦ୍ଵାରା ଜାଣିବା ବ୍ଯକ୍ତିର ବ୍ୟବହାର ଆଉ ଚରିତ୍ର କେମିତି ହୋଇଥାଏ । ବ୍ଯକ୍ତିର ଓଥରା ଆକୃତି ଦେଖି ବହୁତ କିଛି ଜାଣି ପାରିବା ।
ସାମୁଦ୍ରିକ ଶାସ୍ତ୍ରରେ ବ୍ଯକ୍ତିର ସାମାନ୍ଯ ଓଠ ବିଷୟରେ କୁହାଯାଇଛି । ସାମାନ୍ଯ ଓଠ ଅର୍ଥାତ ଦୁଇଟି ଓଠ ସମାନ ଥାଏ । ଦୁଇଟି ଓଠ ମୋଟା ପତଳା ନହୋଇ ସମାନ ହୋଇଥାଏ ସେଥିପାଇଁ ତାକୁ ସାମାନ୍ଯ ଓଠ ବୋଲି କୁହାଯାଏ । ଏମିତି ଲୋକ ବହୁତ ବୁଦ୍ଧିମାନ ହେବ ସହିତ ନିଜ କାମ ସୂଚାରୁ ରୂପେ କରିଥାନ୍ତି । ଜୀବନରେ କେତେବୀ କଠିନ ପରୀକ୍ଷା ଆସୁ ତାକୁ ସମାଧାନ କରିବାର ଗୁଣ ତାଙ୍କ ପାଖରେ ରହିଥାଏ । ଏହି ଲୋକ ଅନ୍ୟର ବିଚାରକୁ ସନମାନ ଦେଇଥାନ୍ତି କିନ୍ତୁ କରିଥାନ୍ତି ସେଇଆ ଯାହା ତାଙ୍କ ମନ କରିଥାଏ ।
ଆଶାନୁ ଜାଣିବା ଓଥରା ଆଉ ଗୋଟେ ଆକୃତି ବିଷୟରେ । ଯେଉଁ ଲୋକଙ୍କର ଉପର ଓଠରେ ସାର୍ପ ଏଙ୍ଗଲ ମାନେ ଉପର ଓଠର ମଧ୍ୟ ଭାଗ ତଳ ଆଡକୁ ଗୋଟିଏ ଏଙ୍ଗଲ ବନା ହୋଇଥାଏ । ଏମିତି ଓଠକୁ ସାର୍ପ ଏଙ୍ଗେଲ ଓଠ କୁହାଯାଇଥାଏ । ଏମାନେ ସତ ପ୍ରତିଶତ ରଚନାତ୍ମକ ହୋଇଥାନ୍ତି । ଏହିଲୋକଙ୍କ ପକାହରେ ବହୁତ ବିଶେଷ କଳା ରହିଥାଏ ଯାହା ଦ୍ଵାରା ସେ ନିଜର ପରିଚୟ ସୃଷ୍ଟି କରିଥାନ୍ତି । ଯେମିତିକି କଳାକାର ସଙ୍ଗୀତ କାର ଇତ୍ୟାଦି । ଏହି ବ୍ୟକ୍ତିଙ୍କ ମେମୋରୀ ମଧ୍ୟ ବହୁତ ସାର୍ପ ହୋଇଥାଏ । ଏମାନେ ଜୀବନରେ ସବୁବେଳେ ସଫଳତା ହାସିଲ କରିଥାନ୍ତି ।
ଯେଉଁ ଲୋକଙ୍କର ଉପର ଓଠ ତଳ ଓଠ ଠୁ ବଡ ହୋଇଥାଏ । ଏହି ଲୋକ ନିଜକୁ ସର୍ବଶ୍ରେଷ୍ଠ ଆଉ ବୁଦ୍ଧିମାନ ମାନି ଥାନ୍ତି । ଇମୋସନାଲ ହେବ ସହିତ ସେ ନିଜକୁ ବହୁତ ଭଲପାଇଥାନ୍ତି । ସେ ଅନ୍ୟ ଲୋକଙ୍କ ଠାରେ କିଛି ଅଧିକ ମତଲବ ହୋଇନଥାଏ । ନିଜ ବିଷୟରେ ବହୁତ ଉଚ ବିଚାର କରିଥାନ୍ତି । ତାଙ୍କୁ ଭିଡାରେ ଆକର୍ଷଣର କେନ୍ଦ୍ର ବନିବା ବହୁତ ଭଲ ଲାଗିଥାଏ । ଏହି ଲୋକ ଅନ୍ୟର ଚୁଗୁଲି କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଯେତେ ପର୍ଯ୍ୟନ୍ତ ଆପଣ ତାଙ୍କ ହଁରେ ହଁ କହିବ ସେତେ ପର୍ଯ୍ୟନ୍ତ ଆପଣ ତାର ପରମ ମିତ୍ର ହୋଇଥାନ୍ତି । ଯଦି ବିପରୀତ କହିବ ତେବେ ସେଇ ବ୍ୟକ୍ତି ଶତ୍ରୁ ହୋଇଯାଇ ଥାଏ ।
ଯେଉଁ ଲୋକଙ୍କର ଉପର ଓଠ ଛୋଟ ଓ ତଳ ଓଠ ବଡ ହୋଇଥାଏ । ଏମିତି ବ୍ୟକ୍ତି ସାଧାରଣ କାର୍ଯ୍ୟ କରିବା ପସନ୍ଦ କରିନଥାଏ । ଚାକିରି ହେଉକି ବ୍ୟବସାୟ ସେ ସବୁ ବେଳେ କିଛି ଅଲଗା କରିବାକୁ ପସନ୍ଦ କରିଥାନ୍ତି । ଜୀବନର ଆନନ୍ଦ କେମିତି ନିଆଯିବ ତାଙ୍କ ଠାରୁ ଶିଖିବା ଉଚିତ । ଏମାନଙ୍କ ଠାରେ ଅନ୍ୟ ଲୋକଙ୍କ ଠାରୁ ଅଧିକ ଏନର୍ଜି ଦେଖିବାକୁ ମିଳିଥାଏ । ଏମିତି ଲୋକ ବହୁତ ଜାଣିବା ଶିଖିବାର ଜିଜ୍ଞାସୁ ହୋଇଥାନ୍ତି । ଖାଇବା ପଇବାର ସଉକିନ ଓ ମିଳନସାର ହୋଇଥାନ୍ତି । ଏମାନଙ୍କୁ ଲୋକଙ୍କର ନେତୃତ୍ଵ କରିବା ପସନ୍ଦ ହୋଇଥାଏ । ସେ ଜୀବନର ସବୁ ସମୟର ଆନନ୍ଦ ଉଠାଇ ଥାନ୍ତି ।