ବିଶ୍ୱବ୍ୟାପୀ ରିଲିଜ ହେବ ମେଡ ଇନ୍ ଇଣ୍ଡିଆ ଗେମ୍ ‘ଫୌ-ଜି’

ବିଶ୍ୱବ୍ୟାପୀ ରିଲିଜ ହେବ ମେଡ ଇନ୍ ଇଣ୍ଡିଆ ଗେମ୍ ‘ଫୌ-ଜି’
ବିଶ୍ୱବ୍ୟାପୀ ରିଲିଜ ହେବ ମେଡ ଇନ୍ ଇଣ୍ଡିଆ ଗେମ୍ ‘ଫୌ-ଜି’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜାନୁଆରୀ ୨୬ରେ ମେଡ ଇନ୍ ଇଣ୍ଡିଆ ଗେମ ‘ଫୌ-ଜି’ ଭାରତରେ ଲଞ୍ଚ ହୋଇଛି। ଅନ୍ୟପଟେ ଏହି ଗେମକୁ ଏବେ ବିଶ୍ୱବ୍ୟାପୀ ରିଲିଜ୍ କରିଦିଆଯାଇଛି। ଏହାର ଅର୍ଥ ଏବେ ସମଗ୍ର ବିଶ୍ୱବାସୀ ଏହି ଗେମକୁ ଡାଉନଲୋଡ କରିପାରିବେ। କିନ୍ତୁ ଏହି ଗେମ୍ ଏବେ ପର୍ଯ୍ୟନ୍ତ କେବଳ ଆଣ୍ଡ୍ରୋଏଡ ଫୋନ୍ ପାଇଁ ଉପଲବ୍ଧ ଥିବାରୁ ଆଇଫୋନ୍ ବ୍ୟବହାରକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଫୌ-ଜି ଗେମକୁ ନେଇ ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି। ଲଞ୍ଚ ହେବାଠୁ ଏବେ ପର୍ଯ୍ୟନ୍ତ ୫ ମିଲିୟନ ଥର ଡାଉନଲୋନ ହୋଇସାରିଲାଣିି। ଗୁଗୁଲ ପ୍ଲେରେ ‘ଫୌ-ଜି’ର ରେଟିଂ ଏବେ ସୁଦ୍ଧା ୩ ରହିଛି। ଗୁଗୁଲ ପ୍ଲେରେ ଟପ୍ ଫ୍ରି ଗେମ୍ ଲିଷ୍ଟରେ ଫୌ-ଜି ପ୍ରଥମ ସ୍ଥାନରେ ରହିଥିବା ଜଣାପଡ଼ିଛି।