ବସ- ଟିପ୍ପର ମୁହାଁମୁହିଁ ଧକ୍କା , ୧୧ ଯାତ୍ରୀ ମୃତ

ବସ- ଟିପ୍ପର ମୁହାଁମୁହିଁ ଧକ୍କା , ୧୧ ଯାତ୍ରୀ ମୃତ
ବସ- ଟିପ୍ପର ମୁହାଁମୁହିଁ ଧକ୍କା , ୧୧ ଯାତ୍ରୀ ମୃତ

କର୍ଣ୍ଣାଟକର ଧାରୱାଡ ଇଟିଗାଟ୍ଟି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ବସ ସହ ଟିପ୍ପର ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।