Monday, April 21, 2025
34.7 C
Odisha

    ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର: ଜଗନ୍ନାଥ ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର। ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ଏବେ ତାହା ହୋଟେଲରେ ପରିଣତ ହୋଇଛି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ