ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଦରିଦ୍ରତା ଦୂର କରିବା ପାଇଁ ପ୍ରତିଦିନ ସକାଳୁ ନିଶ୍ଚୟ କରନ୍ତୁ ଏହି ଗୋଟିଏ କାମ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଦରିଦ୍ରତା ଦୂର କରିବା ପାଇଁ ପ୍ରତିଦିନ ସକାଳୁ ନିଶ୍ଚୟ କରନ୍ତୁ ଏହି  ଗୋଟିଏ କାମ
ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଦରିଦ୍ରତା ଦୂର କରିବା ପାଇଁ ପ୍ରତିଦିନ ସକାଳୁ ନିଶ୍ଚୟ କରନ୍ତୁ ଏହି  ଗୋଟିଏ କାମ

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ ।ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ । ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଏଠି ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ମନୁଷ୍ୟ ଜୀବନ ରେ ଦାରିଦ୍ର୍ୟତା ହେଉଛି ସବୁଠାରୁ ବଡ଼ ସମସ୍ୟା । ଏହି ଦାରିଦ୍ର୍ୟତା କୁ ଦୁର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତା ରେ କିଛି କର୍ମ କରିବା ପାଇଁ କହିଛନ୍ତି । ଆମେ ଆଜି ଆପଣଙ୍କୁ ସେହି ଵିଷୟ ରେ ଅନେକ କଥା ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଵିଷୟ ରେ ଅନେକ ଅଜଣା କଥା । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ କେବେ ମଧ୍ୟ ଆଇନା ଦେଖିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜର ମୁହଁ ଦେଖିବା ଦ୍ୱାରା ଏହା ର ଖରାପ ପ୍ରଭାବ ମନୁଷ୍ୟ ର ଭାଗ୍ୟ ଉପରେ ପଡିଥାଏ । ସକାଳେ ଉଠିବା ସମୟ ରେ ଆମର ମୁହଁ ବହୁତ ବିଦ୍ରୁପ ଦେଖା ଯାଇଥାଏ । ଏହି ମୁହଁ କୁ ଆଇନା ରେ ଦେଖିବା ଦ୍ଵାରା ଆମର ଆତ୍ମବିଶ୍ବାସ କମି ଯାଇଥାଏ ଓ କୌଣସି କାର୍ଯ୍ୟ ରେ ମନ ଲାଗି ନ ଥାଏ । ତେଣୁ କେବେ ମଧ୍ୟ ସକାଳୁ ଉଠି ନିଜର ମୁହଁ ଦେଖିବା ଉଚିତ ନୁହେଁ । ସକାଳୁ ଉଠିବା କ୍ଷଣି କେବେ ମଧ୍ୟ ନିଜର ଛାଇ କୁ ଦେଖିବା ଉଚିତ ନୁହେଁ । କାରଣ ଛାଇ ମନୁଷ୍ୟ ମନ ରେ ଡର ଓ ଭ୍ରମ ସୃଷ୍ଟି କରିଥାଏ ।

ସକାଳୁ ଉଠି ନିଜର ଛାଇ ଦେଖିବା ଦ୍ୱାରା ଆମର ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ଆମର ବହୁତ କ୍ଷତି ହୋଇଥାଏ । ତେଣୁ ସକାଳୁ ଉଠି କେବେ ମଧ୍ୟ ନିଜର ଛାଇ ଦେଖିବା ଉଚିତ ନୁହେଁ । ସକାଳେ ଉଠିବା ମାତ୍ରେ ନିଜର ହାତ ପାପୁଲି ର ଦର୍ଶନ କରନ୍ତୁ ଏହା ବହୁତ ଶୁଭ ହୋଇଥାଏ । କାରଣ ପାପୁଲି ର ଅଗ୍ର ଭାଗ ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଓ ପାପୁଲି ର ମଧ୍ୟ ଭାଗ ରେ ସରସ୍ୱତୀ ବାସ କରିଥାନ୍ତି ଏବଂ ପାପୁଲି ର ନିମ୍ନ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରିଥାନ୍ତି ।

ସକାଳୁ ଉଠି ପ୍ରତି ଦିନ ନିଜର ହାତ ପାପୁଲି ର ଦର୍ଶନ କରିବା ଦ୍ୱାରା ଆପଣଙ୍କର ବହୁତ ଉନ୍ନତି ହୋଇଥାଏ । ପ୍ରତିଦିନ ସକାଳୁ ଉଠି ଗୋମାତା ଙ୍କର ଦର୍ଶନ କରନ୍ତୁ । ଯଦି ଆପଣ ଗୋମାତା ଙ୍କ ର ଦର୍ଶନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ମନା ଯାଇଥାଏ ।

ଯଦି ଆପଣଙ୍କ ଦ୍ୱାର କୁ ସକାଳୁ କୌଣସି ଗାଈ ଆସୁଛନ୍ତି ତେବେ ତାଙ୍କୁ ମାରନ୍ତୁ ନାହିଁ ବରଂ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କର ମାନ ସମ୍ମାନ ଓ ଧନ ରେ ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଲେ ଲାଇକ ଓ ଶେୟାର କରିବେ ଓ ନିଜ ମାତାମତ ଦେବାକୁ ଭୁଲିବେନି।