ଭୁବନେଶ୍ୱର ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର ପହଞ୍ଚିଲା କରୋନା ଟିକା
ଭୁବନେଶ୍ୱର ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର, ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣେରୁ କରୋନା ଟିକା ‘କୋଭିସିଲ୍ଡ’ ଆସି ଭୁବନେଶ୍ୱର ପହଞ୍ଚିଛି। ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଟିକା ଆସିଛି। ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଟିକା ନିଆଯାଇଥିବା ଜଣାପଡ଼ିଛି।ଆଜି ଓଡ଼ିଶାରେ ୪ଲକ୍ଷ ୮୦ହଜାର କରୋନା ଟୀକା ପହଞ୍ଚିଛି।