Tuesday, December 9, 2025
19.8 C
Odisha

    ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ, ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ। ଗିରଫ ୨ ଅଭିଯୁକ୍ତ ମାମା ବେହେରା ଓ ଖଲେଶ୍ବରୀ ବେହେରା । ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି । ଗତ ଗୁରୁବାର ରାତିରେ ଭରତପୁର ଥାନା ରମଣୀ ସାହିରେ ଏକ ଘର ଭଡ଼ା ବିବାଦକୁ ନେଇ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ପିସିଆର ଡ୍ୟୁଟିରେ ଥିବା ପୋଲିସ । ଏଏସଆଇ ପ୍ରଫୁଲ କୁମାର ପରିଡ଼ାଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିଲେ ଆକ୍ରମଣକାରୀ । ପୋଲିସ ବର୍ତ୍ତମାନ ମାମଲାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ