Saturday, February 14, 2026
30.7 C
Odisha

    ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଫେବୃଆରୀ ୨ରୁ ଅନଲାଇନ୍ ଏବଂ ୬ରୁ ଅଫଲାଇନ୍ ଟିକେଟ ବିକ୍ରି

    ଆଗକୁ ପଢନ୍ତୁ

    କଟକ : ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ । ତେଣୁ ଫେବୃଆରୀ ୨ରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଫେବୃଆରୀ ୬,୭,୮ରେ ହେବ ଅଫଲାଇନ୍ ଟିକେଟ ବିକ୍ରି ।ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଆଇ ମ୍ୟାଚ୍ ଟିକେଟ କିଣିଛନ୍ତି । ଏ ନେଇ ଓସିଏ ସଦସ୍ୟ ଏବଂ ସେକ୍ରେଟାରୀ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇଥିଲେ ।ମ୍ୟାଚ୍ ନେଇ ଓସିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାସରିଛି ବୋଲି ସଞ୍ଜୟ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ