Sunday, January 18, 2026
30.1 C
Odisha

    ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ T-20, ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ମ୍ୟାଚ ଦେଖିବାକୁ ବାରବାଟୀ ଆସୁଛନ୍ତି କି  ? କେମିତି ଆସିବେ ବାରବାଟୀ  ? କେଉଁଠି କରିବେ ଗାଡି ପାର୍କିଂ ? ଭିଭିଆଇପି ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ପାସ ଇସ୍ୟୁ କରିଛି ଓଡିଶା କ୍ରିକେଟ ଆସୋସିଏସନ । କିନ୍ତୁ ସାଧାରଣ ଦର୍ଶକ କେଉଁଠି କରିବେ ପାର୍କିଂ । କେମିତି ସୁବିଧାରେ ଗାଡି ପାର୍କିଂ କରି ବାରବାଟୀରେ ପହଁଚି ପାରିବେ ।

    କେଉଁଠି କରିବେ ପାର୍କିଂ  ?

    ପାର୍କିଂ ସ୍ଥଳ ପ୍ରବେଶ ରାସ୍ତା ଯାନବାହାନ କାହା ପାଇଁ
    ଉପର ବାଲିଯାତ୍ରା ପଡ଼ିଆ ରିଂ ରୋଡ୍ ସମସ୍ତ ଯାନ ଭିଆଇପି
    ତଳ ବାଲିଯାତ୍ରା ପଡିଆ ରିଂ ରୋଡ୍ ସମସ୍ତ ଯାନ ସାଧାରଣ ଦର୍ଶକ
    କ୍ରିକେଟ ଏକାଡ଼ମୀ ପଡ଼ିଆ ୱା.ଏମ.ସି.ଏ ରାସ୍ତା ସମସ୍ତ ଯାନ ଓସିଏ ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି
    ଅଶ୍ବଦ୍ବାର ସାମ୍ନା କିଲ୍ଲା ଫୋର୍ଟ ରାସ୍ତା ସମସ୍ତ ଯାନ ପାସ୍ ଧାରୀ
    ଓସିଏ କ୍ଲବ ମଧୁସୂଦନ ସେତୁ ପାସ୍ ଧାରୀ ଭିଆଇପି/ ମାନ୍ୟଗଣ୍ୟ ବ୍ୟକ୍ତି
    ଜାଭିୟର ସ୍କୁଲ ପାର୍କିଂ ଗେଟ୍ ନଂ ୧୪ ସମସ୍ତ ଯାନ ଭିଆଇପି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ