Monday, February 10, 2025
16.6 C
Odisha

    ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କିମିଶନର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କିମିଶନର । ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର, ସୋନପୁର ଏବଂ ବଲାଙ୍ଗିର ସମେତ ଅନ୍ୟ ସ୍ଥାନରେ ଜାରି ରହିଛି ରେଡ୍ । ଯୁଗ୍ମ କମିଶନରଙ୍କ ବାସଭବନ ଓ ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉ ଟିମରେ ୧୦ ଜଣ ଡିଏସପି ଏବଂ ୧୫ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.6 ° C
    16.6 °
    16.6 °
    42 %
    1.6kmh
    4 %
    Mon
    34 °
    Tue
    35 °
    Wed
    36 °
    Thu
    35 °
    Fri
    33 °

    ସମ୍ବନ୍ଧିତ