ଖବରରାଜ୍ୟ ମଝି ରାସ୍ତାରେ ଜଳିଗଲା ଆମ ବସ୍, ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା By Hemant January 10, 2026 5 0 ଆଗକୁ ପଢନ୍ତୁ ୪୦ ଗାଡ଼ି ଧକ୍କା; ୫ ମୃତ, ୪୦ ଆହତ ୧୦୦ରୁ ଅଧିକ ଟ୍ରେନ୍ ବିଳମ୍ବିତ ଖେମିନିଙ୍କୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ: ଦମନକାରୀ ଶାସନ ଶେଷ ହେବା ଜରୁରୀ ଆଜିଠାରୁ ରାଜ୍ୟରେ କମିବ ଶୀତ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ Hemant ଭୁବନେଶ୍ବର : ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏଭଳି ଅଘଟଣ । ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । Continue Reading ଖବରରାଜ୍ୟ TagsAma bus burnt bhubaneswerstate Share FacebookTwitterPinterestWhatsApp Previous articleଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟNext articleକଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ, ପ୍ରବଳ ଥଣ୍ଡା ପାଇଁ ପ୍ରତି ଶନିବାର ସ୍କୁଲ ସମୟରେ ପରିବର୍ତ୍ତନ ଅନ୍ୟାନ୍ୟ ଖବର ଖେମିନିଙ୍କୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ: ଦମନକାରୀ ଶାସନ ଶେଷ ହେବା ଜରୁରୀ ତଳେ ପଡ଼ିଯାଇଥିବା ମୋବାଇଲ୍ ଉଠାଉଥିବା ବେଳେ ଚଢ଼ିଗଲା ବସ୍ ଇରାନରେ ନରସଂହାର କରୁଛି ଆତଙ୍କବାଦୀଙ୍କ ସେନା ଅନୁପ୍ରବେଶକାରୀଙ୍କୁ ଭୋଟରର ସ୍ୱୀକୃତି ଦେଉଛି ଟିଏମ୍ସି: ମୋଦୀ ଗୋଆରେ ଦୁଇଜଣ ରୁଷୀୟ ମହିଳାଙ୍କୁ ଗଳା କାଟି ହତ୍ୟା ପାଣିପାଗ Odisha clear sky enter location 30.1 ° C 30.1 ° 30.1 ° 12 % 2.7kmh 0 % Sun 27 ° Mon 31 ° Tue 31 ° Wed 31 ° Thu 31 ° ସମ୍ବନ୍ଧିତ ତଳେ ପଡ଼ିଯାଇଥିବା ମୋବାଇଲ୍ ଉଠାଉଥିବା ବେଳେ ଚଢ଼ିଗଲା ବସ୍ ଗୋଆରେ ଦୁଇଜଣ ରୁଷୀୟ ମହିଳାଙ୍କୁ ଗଳା କାଟି ହତ୍ୟା ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା, ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, କାମରେ ଲାଗିଛନ୍ତି ୨୨ଟି ଟିମ୍